NoticeBoard

ନମସ୍କାର , ପ୍ରିୟ ମହାଶୟ /ମହାଶୟା,

ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ଆସନ୍ତା (11.09.2019 )ଏକାଦଶ ସ୍ୱ ନକ୍ଷତ୍ର ଉତ୍ସବ ଗୀତ ଗୋବିନ୍ଦ ଭଵନ ( ଜୟଦେବ ଭବନ ପରିସର ) ଭୁବନେଶ୍ୱରରେ ଦିବା 10 ଘଟିକା ଠାରୁ ଅପରାହ୍ନ 4 ଘଟିକା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ !

ସଭା କାର୍ଯ୍ୟ --3 ଘଟିକା .ଏଣୁ ଆପଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଶୁ ମାନଙ୍କୁ ଉତ୍ସlହିତ କରିବେ ବୋଲି ଆଶା ଓ ବିଶ୍ୱାସ

ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ
ସାଧାରଣ ସମ୍ପାଦକ
ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ.ଓଡ଼ିଶା

Examination

Publications

Affiliations

Event Gallery

Donation